Browsing Category

ରାଜ୍ୟ

ଦଶହରାରେ ଭିଜିବ ଓଡ଼ିଶା

ଚଳିତ ଦୁର୍ଗା ପୂଜାର ମାହୋଲ ଟିକେ ଫିକା ପଡ଼ିବାର ସମ୍ଭାବନା ରହିଛି । କାରଣ ଏଥର ଦଶହରାରେ ଭିଜିବ ଓଡ଼ିଶା । ଦକ୍ଷିଣ ଚାଇନା ସାଗରରେ ଟାଇଫୁନ ନୋରୁର ପ୍ରଭାବରେ ଆସନ୍ତା ଅକ୍ଟୋବର ୨ ରେ ଉତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ଲଘୁଚାପ ଯୋଗୁ ଓଡ଼ିଶାରେ…

ଦିବ୍ୟାଙ୍ଗ ଯୁବତୀଙ୍କ ଅନୁରୋଧ ରକ୍ଷା କଲେ ସୋଆ ଉପ-ସଭାପତି

ଜନ୍ମରୁ ଦୁଇ ହାତ ଅଚଳ ଥିବା ଦିବ୍ୟାଙ୍ଗ ଯୁବତୀଙ୍କୁ ସହଯୋଗର ହାତ ବଢ଼ାଇଲେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପ-ସଭାପତି ତଥା ସୁମାରିୟଲ୍ ମିଡିଆ ପ୍ରାଇଭେଟ୍ ଲିମିଟେଡ୍‌ର ନିର୍ଦ୍ଦେଶିକା ଶ୍ରୀମତି ଶାଶ୍ୱତୀ ଦାସ । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଂଚଳର ଭିନ୍ନକ୍ଷମ ଯୁବତୀ ଉର୍ବଶୀ ଦାସଙ୍କୁ…

ଇଣ୍ଡିଆ ନୁହେଁ ଭାରତ: ଜଗଦ୍‌ଗୁରୁ ରାମାନନ୍ଦାଚାର୍ଯ୍ୟ

ଭାରତର ଦୁଇଟି ନାମ, ଇଣ୍ଡିଆ ଓ ଭାରତ| ତେବେ ବିଶ୍ୱର କୌଣସି ଦେଶର ଦୁଇଟି ନାମ ରହିବାର ପ୍ରାୟତଃ ନଜିର ନାହିଁ ତେଣୁ ଦୁଇଟି ନାମ ବଦଳରେ କେବଳ ଭାରତ ହିଁ ରଖାଯାଉ| ଏ ଦିଗରେ ସମ୍ବିଧାନରେ ସଂଶୋଧନ କରିବା ନେଇ ପ୍ରଚେଷ୍ଟା କରାଯିବ ଉଚିତ ବୋଲି କହିଛନ୍ତି ଜଗଦ୍‌ଗୁରୁ ରାମାନନ୍ଦାଚାର୍ଯ୍ୟ…

ସେବା ପ୍ରୟାସ ଫାଉଣ୍ଡେସନ୍ ପକ୍ଷରୁ କଳିଙ୍ଗ ବିରାଙ୍ଗନା ସମ୍ମାନ ପ୍ରଦାନ ୱିମେନ୍ସ କାର୍ ର୍ୟାଲିର ୫ମ ସଂସ୍କରଣ…

ସେବା ପ୍ରୟାସ ଫାଉଣ୍ଡେସନ୍ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ଓ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ମହିଳାମାନଙ୍କୁ କଳିଙ୍ଗ ବୀରାଙ୍ଗନା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । ସ୍ୱାସ୍ଥ୍ୟ, ସାହିତ୍ୟ, ସାମ୍ବାଦିକତା, ରାଜନୀତି, ସମାଜ ସେବା, ଶିକ୍ଷା ଓ ଅଭିନୟ କ୍ଷେତ୍ରରେ…